ସବୁ ଗାଡିର ଟାୟାର ର ରଙ୍ଗ କେବଳ କଳା Black କଣ ପାଇଁ ? ଜାଣନ୍ତୁ ଏହା ପଛର ରହସ୍ୟ…

ଦର୍ଶକବନ୍ଧୁ ଆପଣମାନେ କେବେ ଭାବିଛନ୍ତି କି ଗାଡିର ଟାୟାର ର ରଙ୍ଗ କଳା କାହିଁକି ଓ ଦୁନିଆରେ ସବୁଆଡେ ଟାୟାର ର ରଙ୍ଗ କଳା କଣ ପାଇଁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ଟାୟାର ର ରଙ୍ଗ ଖାଲି କଳା କଣ ପାଇଁ ନାଲି ନୀଳ ବା ଧଳା କଣ ପାଇଁ ନୁହେଁ ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ |

ବନ୍ଧୁଗଣ ଆପଣ ତ ଜାଣିଥିବେ କି ଟାୟାର ରବର ରୁ ବନିଥାଏ ଓ ପ୍ରାକୃତିକ ରବର ର ରଙ୍ଗ ତ ସ୍ଲଡି ହୋଇଥାଏ ତେବେ ଟାୟାର ର ରଙ୍ଗ କଳା କଣ ପାଇଁ ଫ୍ରେଣ୍ଡ୍ସ ଆକୁ ବନେଇବା ସମୟରେ ଏହାର ରଙ୍ଗ ବଦଳି କଳା ହୋଇଯାଇଥାଏ |

ଟାୟାର ବନାଇବା ପ୍ରକ୍ରିୟାକୁ ୱାଲକ ନାଇଜେସନ କୁହାଯାଏ ଟାୟାର ବନାଇବା ପାଇଁ ସେଥିରେ କଳା କାର୍ବନ ମିଶାଯାଇଥାଏ ଯୋଉଁଥିପାଇଁ ସେ ରବର ଜଲ୍ଦି ଘଷି ନ ହେଉ ଟାୟାର ରେ କଳା କାର୍ବନ ମିଶାଯାଏ ଯେଉଁଥିରେ ୟେ ବେଶିଦିନ ପର୍ଯ୍ୟନ୍ତ ଚାଲିପାରିବ ସେଇ କାର୍ବନ ଓ ଅନ୍ୟାନ ମିଶ୍ରଣ କାରଣରୁ ଟାୟାର ର ରଙ୍ଗ କଳା ହୋଇଯାଇଥାଏ |

ଆପଣ ଦେଖିଥିବେ କି ପିଲାମାନଙ୍କ ସାଇକଲ ର ଟାୟାର ରଙ୍ଗ ରଙ୍ଗୀନ ହୋଇଥାଏ ଯାହା ଦ୍ୱାରା ସେ ସାଇକଲ ବେଶିଦିନ ପର୍ଯ୍ୟନ୍ତ ରୋଡ ରେ ଚାଲି ହୁଏନା ତେବେ ଫ୍ରେଣ୍ଡ୍ସ ଆପଣ ଜାଣିପାରିଲେ ଯେ ଟାୟାର ର ରଙ୍ଗ କଳା କଣ ପାଇଁ |

Leave a Reply

Your email address will not be published.