କହୁ କହୁ ସ୍ୱରାଜ ଖୋଲିଦେଲେ ସବୁ ଗୁମର କହିଲେ ଏହି ହିରୋଇନ ହେଉଛି ମୋ ଗାର୍ଲଫ୍ରେଣ୍ଡ, ହିରୋଇନ ନାଁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ !

ଦର୍ଶକବନ୍ଧୁ ସ୍ୱରାଜ ବାରିକ ଯିଏ କି କୁନି କଳାକାର ଭାବରେ ନିଜର ଏକ ପରିଚୟ ବନାଇଥିଲେ ସେ ତାଙ୍କର ଜବରଦସ୍ତ ଅଭିନୟ ଯାଦୁ ରେ ଦର୍ଶକମାନଙ୍କ ମନକୁ ଜିତିପାରିଥିଲେ ତେବେ ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ସ୍ୱରାଜ ଏବେ ବଡ଼ ହୋଇଯାଇଛନ୍ତି ଆଉ ତାଙ୍କୁ 24 ବର୍ଷ ବୟସ ହୋଇଯାଇଛି ଏବଂ ସେ ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ହିରୋ ହୋଇସାରିଛନ୍ତି ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଚର୍ଚ୍ଚା ହେଉଛି କି ସ୍ୱରାଜ ଙ୍କ ଗାର୍ଲଫ୍ରେଣ୍ଡ କିଏ |

ତେବେ ଦର୍ଶକବନ୍ଧୁ ଆପଣମାନେ ସ୍ୱରାଜ ଙ୍କୁ ବହୁତ ସାରା ଫିଲ୍ମ ରେ ଅଭିନୟ କରିସାରିଥିବାର ନିଶ୍ଚିତ ଭାବରେ ଦେଖିଥିବେ କେତେକ ଫିଲ୍ମ ରେ ସେ କୁନି କଳାକାର ଭାବରେ କାମ କରୁଥିବା ବେଳେ ଏବେ ସେ ବଡ଼ ହୋଇ ହିରୋ ହୋଇ ବହୁତ ସାରା ଓଡ଼ିଆ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ଏବଂ ତାଙ୍କର ସବୁ ଫିଲ୍ମ ଗୁଡା ହିଟ ମଧ୍ୟ ହୋଇଛି ତେବେ ଆମେ ଯଦି ଦେଖିବା ତେବେ ସ୍ୱରାଜ ବହୁତ ସାରା ହିରୋଇନ ଙ୍କ ସହ ଅଭିନୟ କରିସାରିଛନ୍ତି |

ତେବେ ଦେଖିବାକୁ ଗଲେ ସେ ଶିବାନୀ ସନମୀରା ଏବଂ ଭୂମିକା ଙ୍କ ପରି ହିରୋଇନ ଙ୍କ ସହ ଅଭିନୟ କରିସାରିଛନ୍ତି ଯେଉଁଥିରେ ତାଙ୍କର ଯୋଡି ଙ୍କୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଚର୍ଚ୍ଚା ର ବିଷୟ ହେଉଛି କି ସ୍ୱରାଜ ଙ୍କ ପ୍ରକୃତ ଗାର୍ଲଫ୍ରେଣ୍ଡ କିଏ ସେ ଏମାନଙ୍କ ମଧ୍ୟରୁ କାହାକୁ ଭଲ ପାଉନାହାନ୍ତି ତ ତେବେ ଯେତେବେଳେ ସ୍ୱରାଜ ଙ୍କୁ ଏ ବିଷୟରେ ଗୋଟେ ଇଣ୍ଟରଭ୍ୟୁ ରେ ପଚରାଗଲା |

ସେ ଇଣ୍ଟରଭ୍ୟୁ ରେ ପଚାର ଯାଇଥିଲେ କି ଶିବାନୀ ଆଉ ଭୂମିକା ଙ୍କ ମଧ୍ୟରୁ ଆପଣଙ୍କ ଗାର୍ଲଫ୍ରେଣ୍ଡ କିଏ ଏହାକୁ ନେଇ ସ୍ୱରାଜ କହିଥିଲେ କି ଏମାନେ ହେଉଛନ୍ତି ମୋର ଭଲ ବନ୍ଧୁ ଏବଂ ମୋର ଏପର୍ଯ୍ୟନ୍ତ କେହି ଗାର୍ଲଫ୍ରେଣ୍ଡ ନାହାନ୍ତି ତେବେ ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଚି ଆମକୁ କମେଣ୍ଟ ରେ ନିଜର ମତାମତ ଦେବାକୁ ଭୁଲିବେନି |

Leave a Reply

Your email address will not be published.