ଝିଅ ସାଇସମର୍ଥାକୁ ସାଇକେଲରେ ଭୁବନେଶ୍ୱର ସାରା ବୁଲାଉଛନ୍ତି ସିଦ୍ଧାନ୍ତ ମହାପାତ୍ର…ଦେଖନ୍ତୁ କେମିତି ମଜା ନେଇଛନ୍ତି ତାଙ୍କ ଝିଅ !

ନମସ୍କାର ଦର୍ଶକବନ୍ଧୁ ଗତ କଲି ଓଡ଼ିଆ ଫିଲ୍ମର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ତାଙ୍କ ଝିଅ ସାଇକେଲ ଚଳାଉଥିବାର ଦେଖିବାକୁ ମିଳିଛି ସିଦ୍ଧାନ୍ତ ମହାପାତ୍ର ତାଙ୍କ ଝିଅ କୁ ସାଇକେଲରେ ବସାଇ ଭୁବନେଶ୍ୱର ର ବିଭିନ୍ନ ଜାଗା ବୁଲୁଥିବାର ଦେଖିବାକୁ ମିଳିଛି |

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ପାଖ ପାଖି 30 ବର୍ଷରୁ ଅଧିକ ବର୍ଷ ଧରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି | ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁ ମାତ୍ର ରେ ପସନ୍ଦ କରନ୍ତି | ନବେ ଦଶକରେ ସିଦ୍ଧାନ୍ତ ମହାପାତ୍ର ଓ ରଚାନ ବାନାର୍ଜୀ ଙ୍କ ଯୋଡି କୁ ଦର୍ଶକ ମାନେ ବହୁ ମାତ୍ର ରେ ପସନ୍ଦ କରୁଥିଲେ କିନ୍ତୁ ପାଖା ପାଖି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ 40 ରୁ ଅଧିକ ଫିଲ୍ମ ସୁପରହିଟି କରିଛନ୍ତି |

କିନ୍ତୁ 2004 ମସିହାରେ ହଟାତ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଅଲଗା ହୋଇ ଯାଇଥିଲେ ଏହା ପରେ ରଚନା ବାନାର୍ଜୀ ସବୁ ଦିନ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡି ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି କୁ ଚାଲି ଯାଇଥିଲେ |

ଏହା ପରେ 2004 ମସିହାରେ ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରି ଥିଲେ ବିବାହ କରିବା ପରେ ସିଦ୍ଧାନ୍ତ ମହାପତ୍ର ଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ଜନ୍ମ ହୋଇଥିଲେ | ସିଦ୍ଧାନ୍ତ ମହାପତ୍ର ଏବେ କିଛି ଦିନ ଧରି ତାଙ୍କ ଝିଅକୁ ଭୁବନେଶ୍ୱର ବିଭିନ୍ନ ଜାଗା ବୁଲାଉଥିବା ର ଦେଖିବାକୁ ମିଳିଛି | ଯାହା ସୂଚନା ମିଳିଛି ସିଦ୍ଧାନ୍ତ ମହାପାତ୍ର ପୁଅ ମଧ୍ୟ ଖୁବୁ ଶୀଘ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବାକୁ ଯାଉଅଛି |

ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ଆସନ୍ତା ବର୍ଷ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବାକୁ ଯାଉଛି | ଦର୍ଶକବନ୍ଧୁ ଆପଣ ମାନେ ଆସନ୍ତା ବର୍ଷ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସିଦ୍ଧାନ୍ତଙ୍କ ପୁଅ ନୂଆ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ପାଇଁ ଆପଣ କେତେ ଏକ୍ସସାଇଟେଡ଼ ଅଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

Leave a Reply

Your email address will not be published.