ଯେତେବେଳେ ଏହି ଝିଅକୁ ବଞ୍ଚେଇବା ପାଇଁ ଆସିଲା ଇଚ୍ଛାଧାରୀ ନାଗୁଣୀ, ତାପରେ ଯାହା ହେଲା Nije ଦେଖନ୍ତୁ…

ନମସ୍କାର ବନ୍ଧୁଗଣ କଟକରେ ଥିବା ଏକ ଗାଁ ଦିନୁଆରେ ସାପର ଘର ବୋଲି କୁହାଯାଇଥାଏ ଏହି ଗାଁରେ ଭାରତର ସବୁଠାରୁ ଖତରନାକ ସାପ କ୍ରେଟ୍ ରହିଥାଏ ତେବେ ବର୍ତ୍ତମାନ ଏକ ଅଲଗା ପ୍ରକାର ଘଟଣା ଏହି କଟକରୁ ସାମ୍ନାକୁ ଆସୁଛି ଏହି ଗାଁର ଜଣେ ଝିଅକୁ ଖାଇକୁ ପଡ଼ିଯାଇଥିବା ସମୟରେ ବଞ୍ଚାଇବାକୁ ଆସିଲା ଏକ ନାଗୁଣୀ ଏହି ନାଗୁଣୀର ଚମତ୍କାର ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଦର୍ଶକ ବନ୍ଧୁ କଟକରେ ଥିବା ଏକ ଗାଁରେ ଶୀତଲ ନାମକ ଜଣେ ଝିଅ ନିଜର ସାବତ ମା ଆଉ ଦୁଇ ଭଉଣୀଙ୍କ ସହ ରହୁଥିଲା ଶୀତଲ ଯେତେବେଳେ ଜନ୍ମ ହୋଇଥିଲା ତାର ମାଆ ମରିଯାଇଥିଲା ଆଉ ଯେତେବେଳେ ଶୀତଲକୁ ୭ ବର୍ଷ ହୋଇଥିଲା ସେତେବେଳେ ତାର ବାପା ମରିଗଲେ ଶୀତଲ ବୋହୁତ ଶାନ୍ତ ସ୍ଵଭାବର ଥିଲା ଆଉ ସମସ୍ତଙ୍କ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସୁଥିଲା କିନ୍ତୁ ଶୀତଲର ସାବତ ମା ଆଉ ତାର ସାବତ ଭଉଣୀ ଶୀତଲକୁ ବୋହୁତ ହଇରାଣ କରୁଥିଲେ ଘରର ସବୁ କାମ ଶୀତଲ ଦ୍ଵାରା କରାଉଥିଲେ ତାକୁ ଏକ ଚାକରାଣୀ ଭଳି ରଖୁଥିଲେ |

ଶୀତଲ ମହାଦେବଙ୍କର ଭକ୍ତ ଥିଲା ତାର ପ୍ରତ୍ୟେକ ଦିନର କାମ ଥିଲା ପାଖରେ ଥିବା ଶିବ ମନ୍ଦିରରେ ୧ ଲୋଟା ଜଳ ଅର୍ପଣ କରି ତାଙ୍କର ପୂଜା କରୁଥିଲା ଦର୍ଶକ ବନ୍ଧୁ କୁହାଯାଏ ଯେଉଁଠାରେ ଶିବ ମନ୍ଦିର ଅଛି ସେଠାରେ ପ୍ରାୟତଃ ନାଗ ନାଗୁଣୀ ଆସିଥାନ୍ତି ଦିନେ ଯେତେବେଳେ ଶୀତଲ ପୂଜା ସାରି ଘରକୁ ଆସୁଥିଲା ସେତେବେଳେ ତାଙ୍କୁ ମନ୍ଦିର ପାହାଚରେ ଏକ ନାଗ ତା ଆଡକୁ ଆସୁଥିବାର ଦେଖିଲା ଶୀତଲ ସାପକୁ ଦେଖି ପ୍ରଣାମ କଲା କିନ୍ତୁ ତା ପାଖରେ ସାପକୁ ଅର୍ପଣ କରିବାକୁ କୌଣସି ଜିନିଷ ନଥିଲା ସେ ଦେଖିଲା ତା ଲୋଟାରେ ଅଳ୍ପ ପାଣି ଥିଲା ସେ କନ୍ଦିକି କହିଲା ହେ ପ୍ରଭୁ ମୁଁ ଜାଣିଛି ସାପଙ୍କୁ କ୍ଷୀର ଚଢ଼ାଯାଏ କିନ୍ତୁ ମୁଁ ଏପରି କରି ପାରିବି ନାହିଁ ଏହା କହି ଲୋଟାରେ ଥିଲା ପାଣି ଶୀତଲ ସାପକୁ ଦେଲା ଆଉ ସାପ ମଧ୍ୟ ସେହି ପାଣିକୁ ପିଇଦେଲା।

ଥରେ ଶୀତଲର ସାବତ ଭଉଣୀଙ୍କୁ ଦେଖିବା ପାଇଁ ପାଖ ଗାଁର ମୁଖିଆ ପୁଅ ଆସିବାର ଥିଲା ସେଥିପାଇଁ ଶୀତଲର ସାବତ ମା ତାକୁ ମନ୍ଦିର ଛାଡ଼ିଲା ନାହିଁ ଆଉ କହିଲା ଆଜି ତୁ ବୋହୁତ ଭଲ ଭଲ ଖାଦ୍ୟ ରୋଷେଇ କରିବୁ ଆଉ ତାଙ୍କ ସାମ୍ନାକୁ ତୋ ବେକାର ଚେହେରା ନେଇ ଆସିବୁ ନାହିଁ ବିଚାରି ଶୀତଲ ମନ୍ଦିର ଯାଇ ପାରିଲା ନାହିଁ ବୋଲି ଦୁଃଖି ଥିଲା କିନ୍ତୁ ତାର ସାବତ ମା କହିଥିବା ସବୁ କଣ ସେ ଠିକ୍ ଭାବରେ କରି ଦେଇଥିଲା ଯେତେବେଳେ ମୁଖିଆଙ୍କ ପୁଅ ଶୀତଲଙ୍କ ଘରକୁ ଆସିଲା ସେତେବେଳେ ଶୀତଲର ସାବତ ଭଉଣୀ ତାଙ୍କୁ ଦେଖି ଖୁସି ହୋଇଗଲେ କାରଣ ସେହି ପୁଅ ଦେଖିବା ପାଇଁ ବୋହୁତ ସୁନ୍ଦର ଆଉ ସ୍ମାର୍ଟ ଥିଲା|

ଶୀତଲର ସାବତ ମା କୁଣିଆ ମାନଙ୍କର ବୋହୁତ ସେବା କରିଲା କିନ୍ତୁ ଶୀତଲକୁ ରୋଷେଇ ଘରେ ବନ୍ଦ୍ କରି ରଖିଦେଲା କିଛି ସମୟରେ ଯେତେବେଳେ କୁଣିଆ ଯିବା ପାଇଁ ବାହାରିଲା ସେତେବେଳେ ପୁଅଟି ତାର ଫୋନ୍ ଭୁଲ୍ ରେ ଛାଡି ଦେଇଥିଲା ଆଉ ଏପଟେ ଶୀତଲର ସାବତ ମା ଶୀତଲକୁ ବାହାର କରି ଅଇଁଠା ବାସନ ମାଜିବାକୁ କହିଲା ଯେତେବେଳେ ଶୀତଲ ଅଇଁଠା ବାସନ ନେବାପାଇଁ ସେହି ରୁମ୍ କୁ ଆସିଲେ ସେତେବେଳେ ମୁଖିଆଙ୍କ ପୁଅ ମଧ୍ୟ ନିଜ ଫୋନ୍ ନେବା ପାଇଁ ଆସିଲା ଆଉ ସେ ଶୀତଲକୁ ଦେଖି ମୋହିତ ହୋଇଗଲା ଆଉ ତାକୁ ଶୀତଲ ବୋହୁତ ଭଲ ଲାଗିଲା |

ଏହାଦେଖି ଶୀତଲ ରୋଷେଇ ଘରକୁ ପଳାଇଲା ଆଉ ସେହି ପିଲାଟି ମଧ୍ୟ ତାର ପଛେ ପଛେ ରୋଷେଇ ଘର ଆଡ଼କୁ ଯାଉଥିଲା କିନ୍ତୁ ଶୀତଲର ସାବତ ମା ତାକୁ ଅଟକାଇ ଦେଲା ଆଉ କହିଲା ଇଏ ଆମ ଘରର ଚାକରାଣୀ ତମେ ତା ପଛରେ କାହିଁକି ଯାଉଛ ମୁଖିଆଙ୍କ ପୁଅ କହିଲା ମୁଁ ଏହି ଝିଅକୁ ପ୍ରଥମ ଦେଖାରେ ଭଲ ପାଇ ବସୁଛି ମୁଁ ବାହା ହେବି ତ ଏହି ଝିଅକୁ ହିଁ ବାହା ଏହି ଏହକହି ମୁଖିଆଙ୍କ ପୁଅ ସେଠାରୁ ଚାଲିଗଲା।

ଏପଟେ ଶୀତଲ ସାବତ ମା ଆଉ ଦୁଇ ଭଉଣୀ ଶୀତଲ ଉପରେ ବୋହୁତ ରାଗି ଯାଇଥିଲେ ଆଉ ଶୀତଲ ସାବତ ମା କେବଳ ଏତିକି ଚାହୁଁଥିଲେ ମୁଖିଆଙ୍କ ପୁଅର ବାହାଘର କେବଳ ତାଙ୍କ ଝିଅ ସହ ହେଉ ଏଥିପାଇଁ ସେ କିଛିବି କରିବାକୁ ପ୍ରସ୍ତୁତ ଥିଲେ ସେ ଶୀତଲ ମାରିଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ଆଉ ଦିନେ ଶୀତଲର ସାବତ ମା ଶୀତଲକୁ ପାଖକୁ ଡାକିଲା ଆଉ କହିଲା ତୁ ଘରର କେତେ କାମ କରୁଛୁ ଆଜି ଘରର ସବୁ କାମ କରିଦେ ଆମେ ବୁଲିବାକୁ ଯିବା ସାବତ ମା ଠାରୁ ସ୍ନେହର କଥା ଶୁଣି ଶୀତଲ ଖୁସୀ ହୋଇଗଲା|

ଆଉ ଘରର ସବୁ କାମ ସାରି ସାବତ ମା ଏବଂ ଦୁଇ ଭଉଣୀ ସହ ପାହାଡିଆ ଜାଗାକୁ ବୁଲିବାକୁ ଗଲା ଶୀତଲ ସାବତ ମା ନିଜ ଦୁଇ ଝିଅକୁ ରାସ୍ତାରେ ମଝିରେ ରହିବାକୁ କହିଲେ ଆଉ ଶୀତଲକୁ ନେଇ ଆଗକୁ ଚାଲିଗଲେ ସେ ଶୀତଲକୁ ଏକ ବଡ ଚଟାଣ ଉପରକୁ ନେଇ ଗଲା ଯେଉଁଠି ଅଧିକ ଖାଇ ଥିଲା ଆଉ ସେହିଠାରୁ ଶୀତଲକୁ ଧକ୍କା ଦେଇଦେଲା ଆଉ ନିଜ ଦୁଇ ଝିଅଙ୍କ ପାଖକୁ ଆସି କାନ୍ଦି କାନ୍ଦି କହିଲା ତୁମ ଭଉଣୀ ଆଉ ଏହି ଦୁନିଆରେ ନାହିଁ ସେ କେମିତି କଣ ଖାଇରେ ପଡ଼ିଗଲା।

ପରଦିନ ଏହି କଥା ସେ ପୁଅ ଘର ଲୋକଙ୍କୁ ଜଣାଇ ଦେଲା କିନ୍ତୁ ପୁଅର ଏହି କଥା ଉପରେ ବିଶ୍ଵାସ ହେଲା ନାହିଁ ଆଉ ସେ ନିଜ ଦୁଇ ସାଙ୍ଗ ସହିତ ଏହି ସ୍ଥାନକୁ ଗଲା ଯେଉଁଦିନ ଶୀତଲକୁ ତାର ସାବତ ମା ଧକ୍କା ଦେଇଥିଲା ସେଦିନ ତାକୁ ଏକ ନାଗୁଣୀ ବଞ୍ଚାଇ ଦେଇଥିଲା ଆଉ ଶୀତଲ ତାକୁ ଦେଖି ଜାଣି ପାରିଲା ଏହା ସେହି ସାପ ଅଟେ ଯାହାକୁ ଶୀତଲ ପାଣି ପିଆଇ ଥିଲା ଏହାପରେ ନାଗୁଣୀ ସେଠାରୁ ଚାଲି ଯାଇଥିଲା ଆଉ ଶୀତଲକୁ ଜଣେ ବୁଢୀଲୋକ ନିଜ ପାଖରେ ରଖିଥିଲା ତେବେ ଶୀତଲକୁ ଖୋଜି ଖୋଜି ମୁଖିଆଙ୍କ ପୁଅ ତା ପାଖରେ ପହଞ୍ଚିଗଲା ଆଉ ତାକୁ ଦେଖି ବୋହୁତ ଖୁସୀ ହେଲା |

ଆଉ ଶୀତଲକୁ କହିଲା ଯାହା ହେଉ ଭଗଵାନ ତୁମକୁ ବଞ୍ଚାଇ ଦେଇଛନ୍ତି ମୁଁ ତୁମକୁ ବୋହୁତ ଭଲପାଏ ଆଉ କେବେବି ତୁମକୁ ମୋ ଠାରୁ ଦୂରେଇ ଦେବି ନାହିଁ ଆଉ ମୁଁ ତୁମକୁ ବାହା ହେବାକୁ ଚାହୁଁଛି ଶୀତଲ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଗଲା ଆଉ ଯେତେବେଳେ ସେ ବୁଢ଼ୀଲୋକକୁ ଧନ୍ୟବାଦ୍ ଜଣାଇବା ପାଇଁ ପଛକୁ ଅନାଇଲା ସେଠାରେ ବୁଢ଼ୀଲୋକଟି ସେଠାରେ ନଥିଲା ଶୀତଲ ବୁଝିଗଲା ଏହା ସେହି ନାଗୁଣୀ ଅଟେ ଯିଏ ପ୍ରଥମେ ତାର ଜୀବନ ବଞ୍ଚାଇଲା ଆଉ ତାକୁ ବୁଢ଼ୀ ଲୋକ ହୋଇ ଶରଣ ଦେଇଥିଲା ଶୀତଲ ନିଜ ହୃଦୟରୁ ସେହି ନାଗୁଣୀକୁ ଧନ୍ୟବାଦ୍ ଜଣାଇଲା ଆଉ ଏହାପରେ ଶୀତଲର ବାହାଘର ହୋଇଗଲା ଆଉ ଶୀତଲ ସୁଖରେ ସଂସାର କରିଲା।

Leave a Reply

Your email address will not be published.