ଘର ଆଗରେ ଏହି ଗଛ ଲଗାଇବା ଦ୍ୱାରା ଦେଖିବା ଆପଣଙ୍କ ଘରୁ କେବେବି ଟଙ୍କା ପଇସାର ଅଭାବ ନାହିଁ…ଦେଖନ୍ତୁ କେଉଁ ଗଛ !

ଯେଉଁ ବୃକ୍ଷ ଲତାର ଚେର କାଣ୍ଡ ପତ୍ର ଫୁଲ ଫଳ ଆଦି ସଂଗ୍ରହ କରିବାକୁ ହେବ ସଂଗ୍ରହ କରିବାର ପୂର୍ବ ଦିନ ସେହି ଗଛ ଲତା ମୂଳରେ ଗୋଟେ ଗୋଟା ଗୁଆ ଓ ମୁଠେ ଅରୁଆ ଚାଉଳ କିଛି କଞ୍ଚା କ୍ଷୀର ଦେଇ ନିମନ୍ତ୍ର କରି ଆସିବେ ଚମତ୍କାରୀ ଅରକ୍ଷ ବୃକ୍ଷ | କୌଣସି ଅରଖ ବୃକ୍ଷକୁ ଚମତ୍କାରୀ ଫାଇଦା ମନୁଷ୍ୟକୁ ଦେଇପାରେ ଅରଖ ଗଛ ମୂଳରେ ପ୍ରତିଦିନ ଗାଈ ଦୁଧ ଓ ହଳଦୀ ଗୁଣ୍ଡ ଦେଲେ ବୁଧଙ୍କ ଗ୍ରହ ଦୋଷ ଶାନ୍ତି ହୋଇଥାଏ |

40 ଟି ଷୋମବାର ପ୍ରତି ସୋମବାର ଦିନ 21 ଲେଖାଏ ଅରକ୍ଷ ଫୁଲ ଶିବଙ୍କୁ ପୂଜା କଲେ ପିତୃ ଦୋଷ ଶାନ୍ତି ହୋଇଥାଏ | ଯଦି ଆପଣ ସିଂହ ରାଶିରେ ଜନ୍ମ ହୋଇଥାନ୍ତି ତେବେ ଗୋଟିଏ ଅରକ୍ଷ ଗଛ ଲଗାଇ ତାର ଯତ୍ନ ନେଲେ କିମ୍ଭା କୌଣସି ଅରକ୍ଷ ଗଛ ମୂଳରେ ପ୍ରତି ରବିବାର କ୍ଷୀର ପାଣି ମିଶାଇ ଦେଲେ ସମସ୍ତ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ଏବଂ ଭଲ ସମୟ ଆସିଥାଏ |

ଗଣେଶଙ୍କ ରୂପ ନେଇଥିବା ଅରକ୍ଷ ଗଛକୁ ସଂଗ୍ରହ କରି ସିନ୍ଦୁର ଲଗାଇ ପୂଜା କଲେ ଶାନ୍ତି ମିଳେ ଯଦି ଆପଣଙ୍କ ଖରାପ ସମୟ ଚଳୁଥିଲେ ପୂଜା କରିବା ଦ୍ୱାର ସବୁ ଠିକି ହୋଇଯିବ | ଅରକ୍ଷ ଚେର ସଂଗ୍ରହ କରି ଶକ୍ତ ବର୍ଣ ସୂତା ଦ୍ୱାରା ଅଣ୍ଟାରେ ବାନ୍ଧିଲେ ଗର୍ଭ ପାତ ହୁଏ ନାହିଁ |

ଅରକ୍ଷ ଗଛ ଲଗାଇ ତା ଉପରେ ପ୍ରତି ଦିନ ପାଣି ଏବଂ ହଳଦୀ ଗୁଣ୍ଡ ଦେଲେ ସବୁ ଦିଗରୁ ଉର୍ନତି ହୋଇଥାଏ | ଶନିବାର ଦିନ ସକାଳୁ ଅଧୁଆ ମୁହଁରେ ଅରକ୍ଷ ମୂଳ ସଂଗ୍ରହ କରି ଧାନ ଅମାରରେ ରଖିଲେ ଏହା ପୋକ ଲାଗନ୍ତି ନାହିଁ | ପୁଷ୍ପ ନକ୍ଷେତ୍ର ରେ ସକାଳୁ ଅରକ୍ଷ ଚେର ସଂଗ୍ରହ କରି ବାହୁରେ ବାନ୍ଧିଲେ ଶତ୍ରୁଙ୍କ ଠାରୁ ରକ୍ଷା ମିଳିବ |

Leave a Reply

Your email address will not be published.