ଏହା ମଧ୍ୟରୁ ବାଛନ୍ତୁ ଗୋଟିଏ Prajapati, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ, ସବୁ କିଛି ହେବ ସତ,ଦେଖନ୍ତୁ

ବନ୍ଧୁଗଣ ଆମେ ମାନେ ଜାଣିଛେ କି ଆମ ମାନଙ୍କୁ ନିଜର ଭବିଷ୍ୟତ ବିଷୟ ରେ ଜାଣିବା ପାଇଁ ବହୁତ ଇଚ୍ଛା ରହି ଥାଏ । କାହାର ଭବିଷ୍ୟତ ରେ କଣ ହେବ ଆଜି ଯେଉଁ ସ୍ୱପ୍ନ ଦେଖୁଛେ ତାହା ଆଗାମୀ ସମୟ ରେ ପୂରଣ ହେବ କି ନାହିଁ ଏମିତି ବହୁତ କଥା ଗୁଡ଼ିକ ରହିଛି ଜାହାକୁ ଆମେ ମାନେ ଜାଣିବା ପାଇଁ ଚାହିଁ ଥାନ୍ତି । ଆମ ମାନଙ୍କ ଆଜି ପର୍ଯ୍ୟନ୍ତ ଜିବନ ରେ କେବେ ଦୁଖଃ କେବେ ସୁଖ ଏବଂ କେତେ ବେଳେ ଆମେ ମାନେ ବିଭିନ୍ନ ସମସ୍ୟା କୁ ଦେଖି ଆସିଛେ । ହେଲେ ଏହି ସବୁ ପରେ ବି ଆମେ ମାନେ ସବୁ ବେଳେ ଏହି କଥା କୁ ଭାବି ଆସିଥାନ୍ତି କି ଆମର ଆଗାମୀ ସମୟ କେମିତି ଭାବେ କଟିବ । ଆଉ ଆମେ ଭବିଷ୍ୟତ ରେ ଗୋଟିଏ ସଫଳ ମଣିଷ ହେବ କି ନାହିଁ ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ନିଜର ଭବିଷ୍ୟତ ବିଷୟ ରେ କହିବା ପାଇଁ ଚାହିଁବୁ ତାହାବି କେବଳ ଗୋଟିଏ ପ୍ରଜାପତି ବାଛି । ଏମିତି ରେ ଆମେ ଆପଣ ମାନଙ୍କୁ ଦେଖା ଜାଇ ଥିବା ତିନୋଟି ପ୍ରଜାପତି ମଧ୍ୟ ରୁ ଗୋଟିଏ ପ୍ରଜାପତି ବାଛନ୍ତୁ । ଏବଂ ଆସନ୍ତୁ ଜାଣିବା ଆପଣ ମାନଙ୍କ ଭବିଷ୍ୟତ ବିଷୟ ରେ । ପ୍ରଥମେ ଯଦି ଆପଣ ମାନେ ।

ପ୍ରଥମ ପ୍ରଜାପତି କୁ ବାଛିଛନ୍ତି ତେବେ ଏହାର ଅର୍ଥ ହେଲା ପ୍ରକୃତି ଆପଣଙ୍କୁ ନିଜ ଆଡକୁ ଆକର୍ଶିତ କରୁଛି । ଆପଣ ମାନଙ୍କୁ ସେହି କାର୍ଯ୍ୟ ସହିତ ଇଣ୍ଟ୍ରେଷ୍ଟ ନେବା ଦରକାର ଯେଉଁ କାର୍ଯ୍ୟ ପ୍ରକୃତି ସହିତ ଯୋଡି ରହିଛି । ଯେମିତି କି ଫୋଟ ଗ୍ରାଫି । ଆପଣ ମାନେ ନିଜ ଜିବନ ରେ ନିଶ୍ଚିତଚ ଭାବେ ଗୋଟିଏ ସଫଳ ମଣିଷ ବନିବେ । ଆପଣ ମାନେ ଧନ ବି ଅଧିକ ଭାବେ ଉପାର୍ଜନ କରିବେ । ଆପଣ ମାନଙ୍କୁ ସମାଜ ରେ ଅଧିରକ ଭାବେ ମାନ ସମ୍ମାନ ପ୍ରାପ୍ତି ହେବ । ଆପଣମାନେ ପାଠ ପଢୁଥିଲେ, ପଢାରେ ସଫଳତା ପାଇବେ ।

ଦ୍ୱିତୀୟ ପ୍ରଜାପତି କୁ ବାଛିଛନ୍ତି ତେବେ ଏହି ସମୟ ଆପଣ ମାନଙ୍କ ପାଇଁ ଅଧିକ ଇମ୍ପୋଟାଣ୍ଟ ଅଟେ । ଏହି ସମୟ ରେ ଆପଣ ମାନେ ନିଜ ବିଷୟ ରେ ନ ଭାବି ନିଜ ର କାମ ଉପରେ ଫୋକସ୍ କରିବା ଉଚିତ୍ । ତା ସହିତ ଆପଣ ମାନେ ନିଜ ଫେମିଲି ର ଅଧିକ ଭାବେ କେୟାର ନିଅନ୍ତୁ । ଭବିଷ୍ୟତ ରେ ଆପଣ ଙ୍କୁ ବହୁତ ବଡ କାମ ମିଳିବ । ଏହି ପ୍ରଜାପତି ବାଛିଥିବା ଲୋକେ ବିଲକୁଲ ବି ଲୋଭୀ ସ୍ଵଭାବର ହୋଇ ନଥାନ୍ତି ଏବଂ ଏମାନଙ୍କ ହୃଦୟ ଆକାଶ ଭଳି ବିଶାଳ ହୋଇଥାଏ । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣ ଯେଉଁ କାମ କରିବେ ସେଥିରେ ବହୁତ ସଫଳତା ପାଇବେ ।

ତୃତୀୟ ପ୍ରଜାପତି କୁ ବାଛିଛନ୍ତି । ତେବେ ସେହିପରି କ୍ଷେତ୍ର ରେ ଏହା ଆପଣ ମାନଙ୍କ ପାଇଁ ଖାସ୍ ସନ୍ଧେସ ନେଇ କରି ଆସିଛି । କଣ ଆପଣ ମାନେ ଏବେ ପର୍ଯ୍ୟନ୍ତ ଯେଉଁ ଜିବନ ବିତେଇଛନ୍ତି ସେହି ପରି ଭାବେ ଆଗାମୀ ସମୟ କୁ ବି ବିତେଇବା ପାଇଁ ଚାହାଁନ୍ତି ନାହିଁ । ତେବେ ଆପଣ ମାନେ ଏବେ ଠାରୁ ହିଁ ନିଜର କାମ ଉପରେ ଧ୍ୟନ ଦିଅନ୍ତୁ । ଯଦି ଆପଣ ମାନେ ନିଜ କାମ କୁ ଅଧିକ ଭାବେ ଇମ୍ପୋଟାନ୍, ଦେବେ ତେବେ ଆପଣ ମାନଙ୍କ ଜିବନ ରେ କେବେ ବି କୈଣସି ଅସୁବିଧା ହେବ ନାହିଁ ।

Leave a Reply

Your email address will not be published.