ଆପଣଙ୍କ ଘରେ ଲାଗି ରହୁଛି କି ଅସାନ୍ତି ! ଜାଣନ୍ତୁ କେମିତି ଦୂର କରିବେ ଶନି ଦଶା…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଯାହାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ତାଙ୍କୁ ରାଜା ବନେଇ ଦେଇଥାନ୍ତି କିନ୍ତୁ ଯାହାଙ୍କ ଉପରେ ସେ ରାଗିଯାଇଥାନ୍ତି ସେ ତାଙ୍କୁ ଦରିଦ୍ର ସହ ବୋହୁ ଅସୁବିଧା ରେ ପକାଇଦେଇଥାନ୍ତି ବନ୍ଧୁଗଣ ଏମିତି ପରିସ୍ଥିତି ରେ କିଛି ଜ୍ୟୋତିଷ ଉପାୟ ଦ୍ୱାରା ଆପଣ ନିଜ ଶନିଦୋଷ ଦୂର କରି ପାରିବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ସବୁ କଣ କଣ ଯାହାକୁ କରି ଆମେ ଶନି ପ୍ରକପ ରୁ ମୁକ୍ତି ପାଇଁ ପାରିବା |

ତେବେ ବନ୍ଧୁଗଣ ଶନିବାର ଦିନ କଳା ରଙ୍ଗ ର ପୋଷାକ ପିନ୍ଧନ୍ତୁ ଏବଂ ଶନିଦେବ ଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ ଏବଂ ଶନିବାର ଦିନ ଗୋଟେ ପତ୍ର ରେ ଜଳ କ୍ଷୀର ଚିନି ରଖି ଶନିମନ୍ତ୍ର ଜପ କରନ୍ତୁ ଏବଂ ଏହା ପରେ ଏହି ପାତ୍ରରେ ଥିବା ସବୁ ଜିନିଷ ନେଇ ଅସ୍ତ ଗଛ ମୂଳେ ଢାଳି ଦିଅନ୍ତୁ ମାନ୍ୟତା ଅଛି କି ଏପରି କରିବା ଦ୍ୱାରା କୁଣ୍ଡଳୀ ରେ ଶନି ମଜବୁତ ରହିଥାଏ |

ଶନିବାର ଦିନ ସୋରିଷ ତେଲ ଦାନ କରନ୍ତୁ ମାନ୍ୟତା ଅଛି କି ଏହା କରିବା ଦ୍ୱାରା ଶନିଦୋଷ ଦୂର ହୋଇଥାଏ ଏବଂ ଏହା ଛଡା ଆପଣ ଯଦି ପାଇବେ କିଛି କଲା ରଙ୍ଗ ର ଜିନିଷ ଦାନ କରନ୍ତୁ ଏହା କରିବା ଦ୍ୱାରା ମଧ୍ୟ ଶନିଦୋଷ ଦୂର ହୋଇଥାଏ |

ଏହା ଛଡା ଆପଣ ମହା ମୃତୁଞ୍ଜୟ ମନ୍ତ୍ର ର ଜପ କରନ୍ତୁ ମାନ୍ୟତା ଅଛି କି ଏହା କରିବା ଦ୍ୱାରା ଶନିଦେବ ଙ୍କ କୃପା ପ୍ରାପ୍ତି ହୋଇଥାଏ |

Leave a Reply

Your email address will not be published.